Dataset Viewer
Auto-converted to Parquet Duplicate
english_text
stringlengths
21
2.26k
odia_text
stringlengths
16
2.03k
similarity_score
float64
0.5
1
en_idx
int64
0
234
od_idx
int64
0
222
source_article
stringlengths
10
10
Mumbai (Sanketa TV): The Shinde-led new government won the floor test held in the Maharashtra Legislative Assembly.
ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ଫ୍ଲୋର ଟେଷ୍ଟରେ ସିନ୍ଧେ ନେତୃତ୍ବାଧୀନ ନୂତନ ସରକାର ବିଜୟୀ ହୋଇଛନ୍ତି
0.911304
0
0
n401195612
While 144 MLAs were required to prove majority, a total of 164 votes were cast in favor of the Shinde government, while 99 votes were cast in favor of the MVA.
ବହୁମତ ପ୍ରମାଣ ପାଇଁ ୧୪୪ ବିଧାୟକଙ୍କ ସଂଖ୍ୟା ଆବଶ୍ୟକତା ଥିବା ସିନ୍ଦେ ସରକାରଙ୍କ ସପକ୍ଷରେ ମୋଟ ୧୬୪ ଭୋଟ୍ ପଡ଼ିଥିବାବେଳେ MVA ସପକ୍ଷରେ ୯୯ ଭୋଟ୍ ପଡ଼ିଛି
0.800775
1
1
n401195612
The Speaker of the Legislative Assembly made this announcement.
ବିଧାନସଭା ବାଚସ୍ପତି ଏହାର ଘୋଷଣା କରିଛନ୍ତି
0.748903
2
2
n401195612
Expressing gratitude to all the members who voted, Devendra Fadnavis said, I am grateful to all the members who voted in support of this resolution.
ଭୋଟ୍ ଦେଇଥିବା ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ଏହି ସଂକଳ୍ପକୁ ସମର୍ଥନ କରି ଭୋଟ୍ ଦେଇଥିବା ସମସ୍ତ ସଦସ୍ୟଙ୍କୁ ମୁଁ କୃତଜ୍ଞ
0.939371
3
3
n401195612
In the 1980s, Shinde Saheb started working actively in the Shiv Sena.
୧୯୮୦ ଦଶକରେ ସିନ୍ଦେ ସାହେବ ଶିବସେନାରେ ସକ୍ରିୟ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ
0.886411
4
4
n401195612
He said that he has become the Chief Minister of the state today by taking on many responsibilities as an ordinary worker.
ସେ ଜଣେ ସାଧାରଣ କର୍ମୀ ଭାବରେ ଅନେକ ଦାୟିତ୍ୱ ଗ୍ରହଣ କରି ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ସେ କହିଛନ୍ତି
0.909128
5
5
n401195612
Paralakhemundi, (Tarini Panda): A cultural program has been organized during the Rath Yatra of Paralakhemundi town, the headquarters of Gajapati district, under the joint auspices of the Gajapati District Administration and the District Cultural Council.
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରଥଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି
0.89993
0
0
n401195616
It has been informed that this program will be performed on the Devsnan Mandap from 7 PM every evening until the upcoming 9th, which is the holy Bahuda Yatra.
ଏହି କାର୍ଯ୍ୟକ୍ରମ ଆସନ୍ତା ୯ତାରିଖ ତଥା ପବିତ୍ର ବାହୁଡାଯାତ୍ରା ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପରେ ସନ୍ଧ୍ୟା ୭ଘଣ୍ଟା ଠାରୁ ପରିବେଷଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି
0.825379
1
1
n401195616
On the first evening, Gajapati Collector Lingraj Panda attended as the chief guest and inaugurated it.
ପ୍ରଥମ ସନ୍ଧ୍ୟାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ
0.865112
2
2
n401195616
Collector Shri Panda said in his speech that dance and music are inextricably linked with Jagannath culture, and we have made this effort to respect that tradition.
ଜିଲ୍ଲାପାଳ ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ନୃତ୍ୟ ଓ ସଂଗୀତ ଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗଙ୍ଗୀନିଭାବେ ଜଡିତ, ସେହି ପ୍ରଥାକୁ ସମ୍ମାନ ଜଣେ ଆମେ ଏହି ପ୍ରୟାସ କରିଛୁ
0.892717
3
3
n401195616
To encourage the people of Parala, a prayer was offered to the Lord.
ପାରଳାବାସୀଙ୍କୁ ଉତ୍ସାହିତ କରିବା ପାଇଁ ମହାପ୍ରଭୁଙ୍କୁ ବନ୍ଦନା କରାଯାଇଥିଲା
0.646248
4
4
n401195616
In this program, Upanta Prahari Purnachandra Mahapatra, Parala Municipality Chairperson Nirmala Sethi, Music Teacher Raghunath Patra, Culture Officer Archana Kumari Mangaraj, Parala Executive Officer-cum-Assistant Collector in-charge Jubuli Behera and others attended as guests.
ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ସଙ୍ଗୀତ ଗୁରୁ ରଘୁନାଥ ପାତ୍ର, ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଦାୟିତ୍ୱରେ ଥିବା ପାରଳା ନିର୍ବାହୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଜୁବୁଲୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ
0.88942
5
5
n401195616
A magazine named "Bhabankura" prepared by Durgamadhab Panigrahi and Jagannath Seba Dal was released by the Collector and other guests.
ଦୁର୍ଗାମାଧବ ପାଣିଗ୍ରାହୀ ଓ ଜଗନ୍ନାଥ ସେବା ଦଳ ଦ୍ୱାରା ପ୍ରସ୍ତୁତ ପତ୍ରିକା "ଭାବାଙ୍କୁର" ଉନ୍ନଚିତ ହୋଇଥିଲା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା
0.762805
6
6
n401195616
Narasimha Bajubandh and Gauri Sahu assisted in the said program.
ଉକ୍ତକାର୍ଯ୍ୟକ୍ରମକୁ ନରସିଂହ ବାଜୁବନ୍ଧ ଓ ଗୌରୀ ସାହୁ ସହଯୋଗ କରିଥିଲେ
0.842878
7
7
n401195616
In the evening, the young children of "Padamruta Nrutyayana" institution performed Odissi dance.
ସନ୍ଧ୍ୟାରେ "ପଦାମୃତ ନୃତ୍ୟାୟନ" ଅନୁଷ୍ଠାନର କୁନି ପିଲାମାନେ ଓଡିଶୀ ନୃତ୍ୟ ପରିବେଶଣ କରିଥିଲେ
0.863541
8
8
n401195616
A huge crowd gathered to see such an attractive cultural program.
ଏପରି ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା
0.850463
9
9
n401195616
News 18 Odia Digital Bhubaneswar: The issue of electricity was raised in the Legislative Assembly.
News 18 Odia Digitalଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଜୁଳି ପ୍ରସଙ୍ଗ
0.815535
0
0
n401195708
Energy Minister Pratap Deb placed the answer in the House regarding power supply.
ବିଦ୍ୟୁତ ଯୋଗାଣ ନେଇ ଗୃହରେ ଉତ୍ତର ରଖିଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ
0.87034
1
1
n401195708
Power cuts are no longer happening in the state.
ରାଜ୍ୟରେ ଆଉ ବିଦ୍ୟୁତ କାଟ୍ ହେଉନି
0.807621
2
2
n401195708
Electricity remains surplus.
ବିଜୁଳି ବଳକା ରହୁଛି
0.600031
3
3
n401195708
The rate of power supply in Odisha is lower than the rate in the rest of India.
ସାରା ଭାରତରେ ବିଦ୍ୟୁତ୍ ଯୋଗାଣ ଦର ଅପେକ୍ଷା ଓଡ଼ିଶାରେ କମ୍ ରହିଛି
0.850552
4
4
n401195708
Energy Minister Pratap Deb said this during the adjournment discussion.
ମୂଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ
0.760481
5
13
n401195708
During peak time in 2022, there were temporary power cuts of half an hour to an hour for 10 to 12 days.
ପିକ ସମୟରେ ୨୦୨୨ ରେ ୧୦ ରୁ ୧୨ ଦିନ ସାମୟିକ ଭାବେ ଅଧ ଘଣ୍ଟାଏ ରୁ ଘଂଟାଏ ବିଜୁଳି କାଟ୍ ହେଉଥିଲା
0.729704
6
6
n401195708
From April 25, there are no more power cuts.
ଏପ୍ରିଲ ୨୫ ରୁ ଆଉ ବିଜୁଳି କାଟ ହେଉନି
0.794787
7
7
n401195708
Instructions have been given not to cut power for repair work unless absolutely necessary.
ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାମ ପାଇଁ ବିଜୁଳି ନ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି
0.825085
8
8
n401195708
Compared to the national average, the rate in Odisha is low.
ଜାତୀୟ ହାର ତୁଳନାରେ ଦର ଓଡ଼ିଶାରେ କମ ରହିଛି
0.819268
9
9
n401195708
The number of consumers in the state has increased by 16 percent to 96 lakhs.
ରାଜ୍ୟରେ ଗ୍ରାହକଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇ ୯୬ ଲକ୍ଷ ହୋଇଛି
0.835113
10
10
n401195708
In the last 3 months between April and June, power demand has increased by 23 percent.
ଗତ ୩ମାସ ଏପ୍ରିଲ ରୁ ଜୁନ ଭିତରେ ବିଜୁଳି ଚାହିଦା ୨୩ ପ୍ରତିଶତ ବଢିଛି
0.810786
11
11
n401195708
Despite all this, the state government has been providing uninterrupted power due to good management.
ଏସବୁ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇ ଆସୁଛନ୍ତି
0.882769
12
12
n401195708
Energy Minister Pratap Deb said this during the adjournment discussion.
ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ
0.788608
13
5
n401195708
Regarding which the opposition has been agitated.
ଯାହାକୁ ନେଇ କମ୍ପିଛନ୍ତି ବିରୋଧୀ
0.663283
14
14
n401195708
Participating in the discussion of the adjournment motion, Mohan Majhi said the Energy Minister has spoken untruth in the House to save the dignity of the government.
ମୂଲତବୀ ପ୍ରସ୍ତାବ ଆଲୋଚନାରେ ଭାଗନେଇ ମୋହନ ମାଝୀ କହିଛନ୍ତି ସରକାରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଶକ୍ତି ମନ୍ତ୍ରୀ ଗୃହରେ ଅସତ୍ୟ କହିଛନ୍ତି
0.803266
15
15
n401195708
It is laughable for the Energy Minister to say that there is no power problem in the state.
ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ
0.857698
16
16
n401195708
Frequent power cuts are happening in the state in the name of repairs.
ମରାମତି ନାଁ ରେ ରାଜ୍ୟରେ ଘନ ଘନ ବିଜୁଳି କାଟ୍ ହେଉଛି
0.745734
17
17
n401195708
In states like Telangana and Jharkhand, electricity is available cheaper than in Odisha.
ତେଲେଙ୍ଗାନା, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଓଡ଼ିଶା ଅପେକ୍ଷା ଶସ୍ତାରେ ବିଜୁଳି ମିଳୁଛି
0.871204
18
18
n401195708
Where did the 20 thousand crore rupees given for power reforms go?
ବିଦ୍ୟୁତ ସଂସ୍କାର ପାଇଁ ଦିଆଯାଇଥିବା ୨୦ହଜାର କୋଟି ଟଙ୍କା କୁଆଡେ ଗଲା
0.861648
19
19
n401195708
The power bills collected in Odisha are more than the national rate.
ଓଡ଼ିଶାରେ ଆଦାୟ ହେଉଥିବା ବିଦ୍ୟୁତ ବିଲ୍ ଜାତୀୟ ରେଟ ଠାରୁ ଅଧିକ
0.828108
20
20
n401195708
While the national average is 5.11, it is 5.22 paise in the state.
ଜାତୀୟ ହାର ୫.୧୧ ଥିବାବେଳେ ରାଜ୍ୟରେ ୫.୨୨ ପଇସା ରହିଛି
0.825615
21
21
n401195708
Despite having a favorable environment for power generation, consumers are buying at high rates.
ବିଦ୍ୟୁତ ଉତ୍ପାଦନ ପାଇଁ ଅନୁକୁଳ ପରିବେଶ ଥିବା ସତ୍ୱେ ଉପଭୋକ୍ତା ଚଢା ଦରରେ କିଣୁଛନ୍ତି
0.807137
22
22
n401195708
Due to management failures, losses of thousands of crores of rupees are being burdened on the consumers.
ପରିଚାଳନା ଗତ ବିଭ୍ରାଟ ଯୋଗୁଁ ହଜାର ହଜାର କୋଟି ଟଙ୍କାର କ୍ଷତି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି
0.81861
23
23
n401195708
Between 2000 and 2021, electricity rates have increased by 137 percent.
୨୦୦୦ରୁ ୨୦୨୧ ଭିତରେ ୧୩୭ ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଛି
0.685242
24
24
n401195708
Congress MLA Santosh Singh Saluja said that the power problem persists throughout the state.
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ସାରା ରାଜ୍ୟରେ ବିଜୁଳି ସମସ୍ୟା ଲାଗି ରହିଛି
0.878099
25
25
n401195708
The government should visit Chhattisgarh and Delhi for once.
ଛତିଶଗଡ଼, ଦିଲ୍ଲୀ ଟିକେ ବୁଲିକି ଦେଖନ୍ତୁ ସରକାର
0.605153
26
26
n401195708
See how electricity bills are being collected there.
ସେଠି କେମିତି ବିଜୁଳି ବିଲ୍ ଆଦାୟ କରାଯାଉଛି
0.695979
27
27
n401195708
Free electricity is being provided in Delhi and Punjab.
ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି
0.892702
28
28
n401195708
Even though our electricity is being produced, more money is being taken per unit.
ଆମର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ ପିଛା ଅଧିକ ଟଙ୍କା ନିଆଯାଉଛି
0.844657
29
29
n401195708
New Delhi, 16,135 new corona cases have come to light in the country in the last 24 hours.
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୬,୧୩୫ଟି ନୂଆ କରୋନା ମାମଲା ସାମନାକୁ ଆସିଛି
0.836907
0
0
n401195730
During this time, 24 people have died.
ଏହି ସମୟ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି
0.846283
1
1
n401195730
According to data released by the Union Health Ministry this morning, while active patients are 1,13,864, so far 525,223 people have died.
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ଥିବା ୧,୧୩,୮୬୪ ବେଳେ ବର୍ତମାନ ସୁଦ୍ଧା ୫୨୫୨୨୩ ଜଣ ମୃତ୍ୟୁ ବରଣ କରିଛନ୍ତି
0.812039
2
2
n401195730
Testing of 3,32,978 samples for Covid in the country in the last 24 hours New Delhi, testing of 3,32,978 samples for Covid has been done in the country in the last 24 hours.
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋବିଡ ପାଇଁ ୩,୩୨,୯୭୮ ନମୂନାର ପରୀକ୍ଷଣ ନୂଆଦିଲ୍ଲୀ,ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୩,୩୨,୯୭୮ ନମୂନାର ପରୀକ୍ଷଣ କରା ଯାଇଛି
0.813989
3
3
n401195730
Along with this, information has been given by ICMR that 86,39,99,907 samples have been tested in the country so far.
ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୮୬,୩୯,୯୯,୯୦୭ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା
0.83281
4
4
n401195730
Aizawl, 48 new corona cases have come to light in Mizoram in the last 24 hours.
ଆଇଜଲ , ମିଜୋରାମରେ ଗତ ୨୪ ଘଂଟାରେ ୪୮ ନୂଆ କରୋନାର ମାମଲା ସାମନାକୁ ଆସିଛି
0.737283
0
0
n401195732
This information has been given by the state government.
ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି
0.916057
1
1
n401195732
With this, the total number of active corona patients in the state has increased to 279. 29 new corona cases in Uttarakhand in the last 24 hours Dehradun, 29 new corona cases have come to light in Uttarakhand in the last 24 hours.
ଉତରାଖଣ୍ଡରେ ଗତ ୨୪ ଘଂଟାରେ ୨୯ କରୋନାର ନୂଆ ମାମଲା ଦେହରାଦୁନ , ଉତରାଖଣ୍ଡରେ ଗତ ୨୪ ଘଂଟାରେ ୨୯ ନୂଆ କରୋନାର ମାମଲା ସାମନାକୁ ଆସିଛି
0.643669
2
3
n401195732
This information has been given by the state government.
ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି
0.916057
3
4
n401195732
With this, the total number of active corona patients in the state has reached 311.
ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୧ହୋଇଛି
0.817945
4
5
n401195732
In the murder case of Punjab's popular singer Sidhu Moosewala, Delhi's Special Police Department has arrested Ankit Sersa and his associate Sachin Bhiwani.
ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ବିଭାଗ ଅଙ୍କିତ ସେରସା ଏବଂ ତାର ସାଥି ସଚିନ ଭିବାନୀଙ୍କୁ ଗିରଫ କରିଛି
0.91132
0
0
n401196072
However, a big revelation has been made from the interrogation.
ତେବେ ପଚରାଉଚୁରାରୁ ବଡ ଖୁଲାସା ହୋଇଛି
0.786029
1
1
n401196072
It has been found that 19-year-old Ankit shot Moosewala from a very close range.
ମୁଜେୱାଲାଙ୍କୁ ୧୯ ବର୍ଷୀୟ ଅଙ୍କିତ ଅତି ନିକଟକରୁ ଗୁଳି ମାରିଥିଲା ବୋଲି ଜଣାପଡିଛି
0.732833
2
2
n401196072
According to the police, this was the first murder for this 19-year-old accused Ankit.
ପୋଲିସ କହିବା ଅନୁସାରେ, ଏହି ୧୯ ବର୍ଷୀୟ ଅଭିଯୁକ୍ତ ଅଙ୍କିତର ଏହା ଥିଲା ପ୍ରଥମ ହତ୍ୟା
0.903282
3
3
n401196072
Ankit fired bullets with both hands.
ଦୁଇ ହାତରେ ଗୁଳି ଚଳାଇଥିଲା ଅଙ୍କିତ
0.675502
4
4
n401196072
Ankit was also involved in two other heinous cases of attempt to murder in Rajasthan.
ଅଙ୍କିତ ରାଜସ୍ଥାନରେ ହତ୍ୟା ଉଦ୍ୟମର ଦୁଇଟି ଅନ୍ୟ ଜଘନ୍ୟ ମାମଲାରେ ମଧ୍ୟ ସାମିଲ ଥିଲା
0.867937
5
5
n401196072
But he committed this murder for the first time.
କିନ୍ତୁ ଏହି ହତ୍ୟା ପ୍ରଥମଥର କରିଛି
0.810998
6
6
n401196072
Ankit is a member of the Lawrence Bishnoi gang.
ଅଙ୍କିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ ଅଟେ
0.702664
7
7
n401196072
Ankit has studied only until the ninth grade.
କେବଳ ନବମ ପର୍ଯ୍ୟନ୍ତ ପାଠ ପଢିଛି ଅଙ୍କିତ
0.685352
8
8
n401196072
The two accused were hiding in Kutch, Gujarat since June 7.
ଦୁଇଜଣ ଅଭିଯୁକ୍ତ ୭ ଜୁନରୁ ଗୁଜୁରାଟର କଚ୍ଛରେ ଲୁଚିଥିଲେ
0.838072
9
9
n401196072
Ankit's home is in village Sersa of Sonipat, Haryana.
ହରିୟାଣାର କେସୋନିପତର ଗାଁ ସେରସାରେ ଅଙ୍କିତର ଘର
0.583175
10
10
n401196072
The other accused arrested with Ankit, Sachin Bhiwani, had given shelter to 4 people involved in the Moosewala murder case.
ଅଙ୍କିତ ସହ ଧରାପଡିଥିବା ଅନ୍ୟ ଅଭିଯୁକ୍ତ ସଚିନ ଭିବାନୀ ମୁଜେୱାଲାଙ୍କ ହତ୍ୟା ଘଟଣାରେ ସାମିଲ ୪ଜଣଙ୍କୁ ଆଶ୍ରୟ ଦେଇଥିଲା
0.757703
11
11
n401196072
Sachin was handling all the tasks of the Lawrence Bishnoi gang.
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସବୁ କାର୍ଯ୍ୟକୁ ସମ୍ଭାଳୁଥିଲା ସଚିନ
0.829303
12
12
n401196072
A 9mm bore pistol, 10 live cartridges, a .30mm bore pistol, and 9 live cartridges have been seized from the accused.
ଅଭିଯୁକ୍ତମାନଙ୍କ ପାଖରୁ ୯ଏମଏମ ବୋରର ଏକ ପିସ୍ତଲ, ୧୦ ଅଫୁଟା ଗୁଳି, ୨.୩୦ ଏମଏମ ବୋରର ଏକ ପିସ୍ତଲ, ୯ଟି ଅଫୁଟା ଗୁଳି ଜବତ କରାଯାଇଛି
0.816734
13
13
n401196072
Apart from this, a dongle, SIM, mobile along with police uniforms have been seized.
ଏହାବ୍ୟତୀତ ଏକ ଡଙ୍ଗଲ, ସିମ୍, ପୋଲିସ ବର୍ଦ୍ଦି ସହ ମୋବାଇଲ ଜବତ ହୋଇଛି
0.889307
14
14
n401196072
The AK-47 for the murder of singer Moosewala was bought from Bulandshahr in UP.
ଗାୟକ ମୁଜେୱାଲାଙ୍କ ହତ୍ୟା ପାଇଁ ଏକେ-୪୭ ୟୁପିର ବୁଲନ୍ଦସହରରୁ କିଣାଯାଇଥିଲା
0.744586
15
15
n401196072
This information was received by the agency investigating this murder during interrogation.
ଏହି ହତ୍ୟାକାଣ୍ଡର ଯାଞ୍ଚ କରୁଥିବା ଏଜେନ୍ସିକୁ ଏହି ସୂଚନା ପଚରାଉଚୁରା ସମୟରେ ମିଳିଛି
0.882277
16
16
n401196072
On May 29, 4 accused murdered Sidhu Moosewala by firing indiscriminately in Punjab's Mansa district.
୨୯ ମଇରେ ୪ ଅଭିଯୁକ୍ତ ସିଦ୍ଧୁ ମୁଜେୱାଲାଙ୍କୁ ପଞ୍ଜାବ ମାନସା ଜିଲ୍ଲାରେ ଆଖିବୁଝା ଗୁଳିମାଡ଼ କରି ହତ୍ୟା କରିଥିଲେ
0.880537
17
17
n401196072
Before the murder, they stayed in a hotel and planned it.
ହତ୍ୟା ପୂର୍ବରୁ ଏକ ହୋଟେଲରେ ରହି ଯୋଜନା କରି କରିଥିଲେ
0.790341
18
18
n401196072
The post Big revelation in Punjab singer Sidhu Moosewala murder case; 19-year-old accused Ankit shot from very close range first appeared on OdishaFast.co.
The post ପଞ୍ଜାବ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ମାମଲାର ବଡ ଖୁଲାସା; ଅତି ନିକଟରୁ ଗୁଳି ମାରିଥିଲା ୧୯ ବର୍ଷୀୟ ଅଭିଯୁକ୍ତ ଅଙ୍କିତ first appeared on OdishaFast.co.
0.902302
19
19
n401196072
Kanak News: A cinema ends in 3 hours.
କନକ ବ୍ୟୁରୋ: ୩ ଘଣ୍ଟାରେ ସରିଯାଏ ସିନେମା
0.798328
0
0
n401196188
The curtain falls in the morning on a journey that started at night.
ରାତିରେ ଆରମ୍ଭ ହୋଇଥିବା ଯାତ୍ରାରେ ସକାଳେ ପଡେ ଯବନିକା
0.750796
1
1
n401196188
A drama also takes leave from the stage amidst the rhythm of dance, song, music, and dialogue.
ନାଟକ ବି ନୃତ୍ୟ, ଗୀତ, ସଙ୍ଗୀତ ଓ ସଂଳାପର ତାଳିଗାଳି ଭିତରେ ମଞ୍ଚରୁ ମେଲାଣୀ ନିଏ. ନିଜ ଚରିତ୍ରରୁ ବାହାରି ଆସନ୍ତି ଅଭିନେତା
0.835722
2
2
n401196188
Wipes the makeup from his face.
ମୁହଁରୁ ପୋଛନ୍ତି ମେକଅପ୍
0.655762
4
3
n401196188
Like the screen and the stage, even when time ends, the actor departs after finishing his performance on the stage of his life.
ପରଦା ଓ ପେଣ୍ଡାଲ ପରି ସମୟ ସରିଲେ ବି ନିଜ ଜୀବନର ରଙ୍ଗମଞ୍ଚରୁ ଅଭିନୟ ସାରି ବାହୁଡି ଯାଆନ୍ତି ଅଭିନେତା
0.786537
5
4
n401196188
Someone says cut by his own choice and finishes the scene before the reel of the movie of life ends, while someone's life ends while the acting is still pending.
କିଏ ଜୀବନର ଚଳଚ୍ଚିତ୍ରରେ ରିଲ୍ ସରିବା ଆଗରୁ ନିଜ ଇଚ୍ଛାରେ କଟ୍ କହି ସିନ୍ ସାରିଦିଏ ତ କାହାର ଅଭିନୟ ବାକି ଥିବା ବେଳେ ଆୟୁଷ ସରିଯାଏ
0.792695
6
5
n401196188
One by one, rising suns are setting in the dark clouds gathering in the Odia cine sky.
ଓଡିଆ ସିନେ ଆକାଶରେ ଘୋଟି ଆସୁଥିବା କଳାବାଦଲରେ ଅସ୍ତ ହେଉଛନ୍ତି ଜଣକ ପରେ ଜଣେ ଉଦୀୟମାନ ସୂର୍ଯ୍ୟ
0.728915
7
6
n401196188
The era of popular artists of the 90s is coming to an end.
୯୦ ଦଶକର ଲୋକପ୍ରିୟ କଳାକାରଙ୍କ ଯୁଗର ଅବସାନ ଘଟୁଛି
0.795762
8
7
n401196188
Look at this photo, there will be no one who does not know you, or whose acting has not touched your heart.
ଆଉ ସେହି ବର୍ଷିଆନ ଅଭିନେତାଙ୍କ ଅଚାନକ ଅବସାନ ବ୍ୟଥିତ କରୁଛି . ଏ ଫଟୋକୁ ଦେଖନ୍ତୁ, ଏମିତି ଜଣେ କେହି ନଥିବେ ଯାହାଙ୍କୁ ଆପଣ ଚିହ୍ନି ନଥିବେ କି, ତାଙ୍କ ଅଭିନୟ ଆପଣଙ୍କ ମନକୁ ଛୁଇଁ ନଥିବ
0.664046
10
8
n401196188
They are all actors of our time.
ଏମାନେ ସମସ୍ତେ ଆମ ସମୟର ଅଭିନେତା
0.86972
11
9
n401196188
That is, famous artists of the 90s.
ଅର୍ଥାତ ୯୦ ଦଶକର ଚର୍ଚ୍ଚିତ କଳାକାର
0.817283
12
10
n401196188
Whom we have seen on black and white TV screens in our childhood, danced to, and by reciting their dialogues and making a coconut shell a mic, we ourselves have mimicked Har Pattnaik and Raimohan.
ଯେଉଁମାନଙ୍କୁ ଆମେ ପିଲା ଦିନେ କଳାଧଳା ଟିଭି ପରଦାରେ ଦେଖିଛୁ, ନାଚିଛୁ, ଆଉ ତାଙ୍କ ଡାଇଲଗ ଘୋଷି ସଢେଇକୁ ମାଇକ୍ କରି ନିଜେ ଜଣେ ଜଣେ ହର ପଟ୍ଟନାୟକ, ରାଇମୋହନଙ୍କ ନକଲ କରିଛୁ
0.822004
13
11
n401196188
When we were studying in school, we all used to wait for the clock to strike 3 on Saturdays and Sundays.
ଆସନ୍ତୁ ଟିକେ ପିଲା ଦିନକୁ ଫେରିିଯିବା. ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ସେତେବେଳେ ସବୁ ଶନିବାର ରବିବାର ଘଣ୍ଟାରେ ୩ଟା ବାଜିବାକୁ ସମସ୍ତେ ଅପେକ୍ଷା କରିଥାଉ
0.67704
15
12
n401196188
It was not known which film would be shown on TV.
ଟିଭିରେ ଆଜି କେଉଁ ଫିଲ୍ମ ଦେବ ତାହା ଜଣା ନଥାଏ
0.804463
16
13
n401196188
But in an unknown joy, like taking the joy of a cinema hall, the whole family and village people would watch the film together by spreading mats and rugs inside the house.
କିନ୍ତୁ ଏକ ଅଜଣା ଖୁସିରେ ସିନେମା ହଲର ଖୁସି ନେଲା ପରି ଘର ଭିତରେ ସପ, ଚଟେଇ ପକାଇ ଏକାଠି ଫିଲ୍ମ ଦେଖନ୍ତି ପୂରା ପରିବାର ଓ ଗାଁ ଲୋକେ
0.880235
17
14
n401196188
The movie would start on the black and white screen of the old TV.
ପୁରୁଣା ଟିଭିର କଳାଧଳା ପରଦାରେ ସିନେମା ଆରମ୍ଭ ହୁଏ
0.793425
18
15
n401196188
Lest it gets flickering in the middle of the film, so the antenna would have been adjusted beforehand.
ଫିଲ୍ମ ମଝିରେ କାଳେ ଝିଲଝିଲ ହେବ ତେଣୁ ଆଗୁଆ ଆଣ୍ଟିନାକୁ ସଜଡା ସରିଥାଏ
0.673656
19
16
n401196188
And the dialogue of the fierce villains influences as much as the heroes leave an impression on the mind.
ଆଉ ସିନେମାର ନାୟକ ମାନେ ମନରେ ଯେତିକି ଛାପ ଛାଡନ୍ତି ସେତିକି ଦୁର୍ଦ୍ଦାନ୍ତ ଖଳନାୟକ ମାନଙ୍କର ଡାଇଗଲ ପ୍ରଭାବିତ କରେ
0.836912
20
17
n401196188
From Minaketan to Raimohan Parida, people even get scared by their heart-trembling dialogues.
ମିନକେତନଙ୍କ ଠାରୁ ରାଇମୋହନ ପରିଡା, ଏମାନଙ୍କ ଛାତିଥରା ସଂଳାପରେ ଲୋକେ ଡରି ବି ଯାଆନ୍ତି
0.745697
22
19
n401196188
That's why this "ae anani, kat kat katara" dialogue is still nested in people's hearts.
ସେଇଥିପାଇଁ ତ ଏଇ ଅନାନି, କଟ କଟ କଟରା. ଡାଇଲଗ ଆଜି ବି ଲୋକଙ୍କ ହୃଦୟରେ ବସାବାନ୍ଧି ରହିଛି. ଦୁଃଖ ଦେଇଥିଲେ ଦୁଃଖୀରାମ ଓଡ଼ିଆ ସିନେ ଜଗତରେ ନିଜ ନିଖୁଣ ଅଭିନୟ କରି ଛାପ ଛାଡିଥିବା ଦୁଃଖୀରାମ ସ୍ୱାଇଁ ଖଳନାୟକ ଭୂମିକାରେ ଯେତିକି ଲୋକଙ୍କ ମନରେ ଘର କରିଥିଲେ ସେତିକି ହାସ୍ୟ ଓ ଚରିତ୍ର ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ
0.662729
23
20
n401196188
But he too departed after finishing the performance of his life.
ମାତ୍ର ସେ ବି ନିଜ ଜୀବନର ଅଭିନୟ ସାରି ବାହୁଡିଯାଇଥିଲେ
0.809337
25
21
n401196188
We have lost Har bhai Veteran actor, and known as a villain in every household, Har Pattnaik also said goodbye and departed from the Odia cine world in 2015.
ହରଭାଇଙ୍କୁ ହରାଇଛୁ ଭେଟେରାନ ଆକ୍ଟର, ତଥା ଘରେ ଘରେ ଜଣେ ଖନନାୟକ ଭାବେ ପରିଚିତ ଥିବା ହର ପଟ୍ଟନାୟକ ବି ୨୦୧୫ ମସିହାରେ ଓଡିଆ ସିନେ ଜଗତକୁ ଗୁଡ୍ ବାଏ କହି ବିଦାୟ ନେଇଥିଲେ
0.792082
26
22
n401196188
His powerful punch line "A plus B's whole square" had touched the audience.
ନିଜ ଦମଦାର୍ ପଞ୍ଚ ଲାଇନ୍. ଏ ପ୍ଲସ ବି'ର ହୋଲ ସ୍କ୍ୱାୟାର ଦର୍ଶକଙ୍କୁ ଛୁଇଁଥିଲା
0.650187
27
23
n401196188
He was an actor, director, and story-writer simultaneously.
ସେ ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର ଥିଲେ
0.875628
28
24
n401196188
End of preview. Expand in Data Studio

🌐 Vaqas AI: Odia-English Sentence-Aligned Precision Corpus

Created and Maintained by Vaqas AI Creator & Owner: Vaqas Ahmed


🚀 Why This Dataset?

Standard parallel corpora often consist of large paragraphs that exceed the 4k or 8k context windows typical of LLM training, leading to truncated data and poor model performance.

The Vaqas AI Sentence-Aligned Corpus was engineered to solve this. We transformed the original vaqasai/Odia_English_News dataset by decomposing dense paragraphs into distinct, semantically aligned sentence pairs. This makes the dataset ideal for:

  • Fine-tuning LLMs for English-to-Odia translation.
  • Instruction Tuning (by wrapping pairs in prompt templates).
  • Evaluating Translation Quality using BLEU, METEOR, or COMET.

🛠️ The Vaqas AI Engineering Pipeline

We used a multi-stage refinement process to ensure "Gold Standard" quality:

  1. Decomposition: Large articles were broken down into individual sentences.
  2. Semantic Alignment: Sentences were aligned using embedding-based similarity models.
  3. Vaqas AI Quality Filter: - Similarity Threshold: Retained only pairs with a cosine similarity score ≥ 0.6.
    • Length Ratio Constraint: Enforced a ratio between 0.4 and 2.5 to eliminate partial or hallucinated translations.
    • Token Optimization: Filtered for pairs within a strict token range (20 to 1500 tokens) to ensure meaningful context without exceeding memory limits.
  4. Translation Engine: All translations were powered by Gemini 3 Flash via Google AI Studio.

📊 Dataset Statistics

  • Total Aligned Pairs: ~81,000+ high-quality pairs.
  • Mean Similarity Score: 0.83
  • Format: Tab-Separated Values (.tsv)
  • Splits:
    • Train: 72,989 pairs (90%)
    • Validation: 4,055 pairs (5%)
    • Test: 4,055 pairs (5%)

📂 Source Code & Tools

The architecture for this pipeline is fully open-source. Explore the code that built this dataset:
👉 GitHub: Odia-English Dataset Builder

💎 About Vaqas AI

Vaqas AI is a specialized laboratory focused on regional language AI, founded by Vaqas Ahmed. We build the datasets and tools that enable modern AI to speak Indian languages fluently.

  • Official Website: vaqasai.in
  • Primary Brand: Vaqas AI
  • Innovation: Powered by Google AI Studio & Gemini 3 Flash.

📜 Usage & Attribution

Released under the MIT License. We encourage community usage for research and commercial model development.

Attribution Required: "This project uses the Vaqas AI Odia-English Precision Corpus by Vaqas Ahmed (vaqasai.in)."


Precision engineered by Vaqas Ahmed at Vaqas AI.

Downloads last month
5